Listen "[Oriya] - Chhayasaudhara Abasesha by ଗୌରହରି ଦାସ"
Episode Synopsis
Please visit https://thebookvoice.com/podcasts/1/audiobook/831512 to listen full audiobooks.
Title: [Oriya] - Chhayasaudhara Abasesha
Author: ଗୌରହରି ଦାସ
Narrator: ପ୍ରକାଶ ରାଉତ
Format: Unabridged Audiobook
Length: 4 hours 24 minutes
Release date: August 30, 2021
Genres: Literary Fiction
Publisher's Summary:
ପରିସ୍ଥିତିରେ ପଡି ଗୋଟେ ବେଶ୍ୟାର ଜୀବନକୁ ଗ୍ରହଣ କରିନେଇଥିବା କଲିକତାର ମିନୁ ଦେ, ସେହି ନଷ୍ଟଗଳିକୁ ଧରାହୋଇ ଯାଇଥିବା ଗୋଟେ ଯୁବତୀକୁ ମୁକ୍ତି ଦେବାକୁ ଯାଇ କିପରି ସହିଥିଲା ନିର୍ଯ୍ୟାତନା, ତାହାରି କରୁଣ କାହାଣୀ କହେ 'ଛାୟାସୌଧର ଅବଶେଷ' ଉପନ୍ୟାସ! କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗୌରହରି ଦାସଙ୍କର ଯଦିଓ ଏହା ପ୍ରଥମ ଉପନ୍ୟାସ; ଅଭିଜ୍ଞତା ଓ ଉପସ୍ଥାପନାର ଚମକ କିନ୍ତୁ ପ୍ରତି ପୃଷ୍ଠାରେ ଭରିରହିଛି ଏଥିରେ! ଥରେ ଶୁଣିଦେଖନ୍ତୁ, ମିନୁ ଚରିତ୍ରଠାରୁ ଆପଣ ଶେଷଯାଏ ମୁକୁଳି ପାରୁଛନ୍ତି କି ନାହିଁ...

ZARZA We are Zarza, the prestigious firm behind major projects in information technology.