Listen "[Oriya] - Natara Diary by ପ୍ରକାଶ ମହାପାତ୍ର"
Episode Synopsis
Please visit https://thebookvoice.com/podcasts/1/audiobook/834838 to listen full audiobooks.
Title: [Oriya] - Natara Diary
Author: ପ୍ରକାଶ ମହାପାତ୍ର
Narrator: ହୃଦାନନ୍ଦ ସାହୁ
Format: Unabridged Audiobook
Length: 5 hours 59 minutes
Release date: August 12, 2021
Genres: Social Science
Publisher's Summary:
'ନଟ କିଏ ମୁଁ ଜାଣିନି। ଡାକିଲେ କିନ୍ତୁ 'ଓ' କରେ। ବେଳେବେଳେ ସ୍ୱପ୍ନରେ ନଟକୁ ଦେଖେ। ଅବିକଳ ମୋ ଭଳି ପୋଷାକ ପିନ୍ଧିଥାଏ। ପାନ ଖାଉଥାଏ। ମୋ ସହ ଲାଗେ, ଯୁକ୍ତି କରେ। କଥା ଅକଥାରେ ଟିକଲ କରେ। ହାରିଗଲେ କାନ୍ଧରେ ହାତ ରଖି ହସି ଦିଏ। ମୋ ଜାଣିବାରେ ମୁଁ ନଟ ସହ କେବେ ବି ଯୁକ୍ତିରେ ଜିତିନି। ସବୁବେଳେ ସେ ମୋତେ ହରାଏ। ବେଳେବେଳେ ଅଭିମାନରେ ପଚାରିଛି- ମୋତେ ହରାଇ ତୁମେ ଖୁସି ହୁଅ ନା! ସେ ହଁ କରେ। ମୁଚୁକୁନ୍ଦି ମାରି କହେ- ହାରିଲ ବୋଲି ଭାବୁଛ କାହିଁକି ଯେ! ମଣିଷଟେ କେମିତି ହାରିବ ହୋ? ହାରିବା ନେଇ ତା' ଜୀବନ ପା' ଗଢା। ଯେ ହାରିବା ନେଇ ଜନ୍ମ ହୋଇଚି ସେ ପୁଣି ଆଉ ହାରିବ କଣ? ସେଇ ହାରିଛି ବୋଲି ତ ସେ ଜିତିବାର ସ୍ୱପ୍ନ ନେଇ ରାସ୍ତା ଚାଲୁଛି। ସବୁ ପରାଜୟ, ବାଧା ହିଁ ବିଜୟକୁ ଏକ ରାସ୍ତା। ବାଧା ହିଁ ଗତି। ଘାତ ହିଁ ସ୍ପନ୍ଦନ। ହାରିବା ହିଁ ଜୀବନ। ଅନ୍ତିମ ବିଜୟ ହିଁ ଅନ୍ତିମ ପରାଜୟ।' ବିଚକ୍ଷଣ କଥାକାର ପ୍ରକାଶ ମହାପାତ୍ରଙ୍କ 'ନଟର ଡାଏରୀ' ହେଉଛି ତାଙ୍କ ଅଭ୍ୟନ୍ତର ଅନ୍ଧାରର ପ୍ରତିଲିପି? ଆପଣ ବି ଶୁଣନ୍ତୁ, ଲାଗିବ ସେ ନଟ ଆପଣଙ୍କ ଭିତରେ ବି ନାଟ କରୁଛି...

More episodes of the podcast Explore the Latest Full Audiobooks in Non-Fiction, Social Science
[Chinese] - 创业大街上的年轻人 by 南方周末
31/10/2024
[Chinese] - 创业大街上的年轻人 by 南方周末
31/10/2024
Introduction to Sociology 3e by OpenStax
29/10/2024
[Hebrew] - הסדנה להנדסת תודעה by חנן עמיאור
09/08/2021
[Hebrew] - התפכחות by Dan Margalit
03/09/2021
[Hebrew] - ניידים ונייחים by גדי טאוב
19/07/2021
[Hebrew] - אפוקליפסה אף פעם by מייקל שלנברגר
04/07/2021
ZARZA We are Zarza, the prestigious firm behind major projects in information technology.