[Oriya] - Srimadbhagabata by ଜଗନ୍ନାଥ ଦାସ

03/09/2021 8h 10min
[Oriya] - Srimadbhagabata by ଜଗନ୍ନାଥ ଦାସ

Listen "[Oriya] - Srimadbhagabata by ଜଗନ୍ନାଥ ଦାସ"

Episode Synopsis

Please visit https://thebookvoice.com/podcasts/1/audiobook/839832 to listen full audiobooks.
Title: [Oriya] - Srimadbhagabata
Author: ଜଗନ୍ନାଥ ଦାସ
Narrator: ବିଚିତ୍ରାନନ୍ଦ ପଣ୍ଡା
Format: Unabridged Audiobook
Length: 8 hours 10 minutes
Release date: September 3, 2021
Genres: Essays & Anthologies
Publisher's Summary:
ସନ୍ଥକବି ଜଗନ୍ନାଥ ଦାସଙ୍କ ରଚିତ ଶ୍ରୀମଦ୍‍ଭାଗବତ କେବଳ ଏକ ପୁସ୍ତକ ନୁହେଁ, ଓଡ଼ିଶାର ସାଂସ୍କୃତିକ ଆନ୍ଦୋଳନରେ ଏକ ପ୍ରମୁଖ ଆଧାର! ଓଡ଼ିଶାର ଘରେଘରେ ଓ ଗ୍ରାମେଗ୍ରାମେ ଭାଗବତ ଟୁଙ୍ଗି (ଗାଦି)ରେ ଏହି ଅଧ୍ୟାତ୍ମ ଗ୍ରନ୍ଥ 'ଭାଗବତ ଗୋସେଇଁ' ରୂପେ ପୂଜିତ! ଓଡ଼ିଶାର ଜାତୀୟ ଜୀବନଧାରାକୁ ଏହା ଗଭୀରଭାବେ ପ୍ରଭାବିତ କରିଆସିଛି! ବିଗତ ପାଞ୍ଚ ଶହ ବର୍ଷ ଧରି ଶ୍ରୀମଦ୍‍ଭାଗବତ ଓଡ଼ିଆ ଭାଷା, ସାହିତ୍ୟ, ସମାଜ ଓ ସଂସ୍କୃତିର ଶ୍ରୀବୃଦ୍ଧି କରିଆସିଛି! ତେବେ ଚାଲନ୍ତୁ ଏବେ ଶୁଣିବା ଶ୍ରୀମଦ୍‍ଭାଗବତର ବହୁପଠିତ ଏକାଦଶ ସ୍କନ୍ଧ, ବିଚିତ୍ରାନନ୍ଦ ପଣ୍ଡାଙ୍କ ସୁମଧୁର କଣ୍ଠରେ!