Listen "[Oriya] - Oh Fujiyama by ପ୍ରକାଶ ମହାପାତ୍ର"
Episode Synopsis
Please visit https://thebookvoice.com/podcasts/1/audiobook/833926 to listen full audiobooks.
Title: [Oriya] - Oh Fujiyama
Author: ପ୍ରକାଶ ମହାପାତ୍ର
Narrator: ସୁଧାକର ଦାସ
Format: Unabridged Audiobook
Length: 5 hours 41 minutes
Release date: July 12, 2021
Genres: Literary Fiction
Publisher's Summary:
ପ୍ରକାଶ ମହାପାତ୍ରଙ୍କ ଗଳ୍ପସବୁ ଟିକେ ବେପରୁଆ, ଟିକେ ଆରଣ୍ୟକ! ଚରିତ୍ରମାନଙ୍କୁ ସେ ଜନ୍ମଦିଅନ୍ତି ସତ, ହେଲେ ସେମାନେ ଲେଖକଙ୍କ ଆୟତ୍ତରେ ନଥାନ୍ତି! କୋଉ ଗପରେ ନୂଆ ମା'ର ଓଦା ସାୟାରେ ଜଗା ପଣ୍ଡା ମୁହଁ ପୋଛିଲାଣି ତ ଆଉ କୋଉଠି ଗଳ୍ପନାୟକ କାନ୍ଥ ଆରପଟୁ ନିଜ ସ୍ତ୍ରୀର ପରକୀୟା ପ୍ରେମକୁ ଝିଟିପିଟି ହୋଇ ଦେଖିଲାଣି! ପ୍ରେମବୋଧ ଓ ପାପବୋଧକୁ ଗୋଟେ ନୂଆ ନିର୍ଯ୍ୟାସ ଦେଇ ଗପ ଲେଖୁଥିବା ପ୍ରକାଶ ମହାପାତ୍ରଙ୍କ ସବୁ ଗପର ସୁଆଦ ଅଲଗା...

More episodes of the podcast Download Best Full-Length Audiobooks in Literature, Literary Fiction
[Marathi] - Nadishta by Manoj Borgaokar
10/10/2022
[Telugu] - Poga by Saadat Hasan Manto
07/01/2023
[Telugu] - Tamasha by Saadat Hasan Manto
04/01/2023
[Malayalam] - Ya Ilahi Times by Anil Devassy
11/09/2020
ZARZA We are Zarza, the prestigious firm behind major projects in information technology.